ନକ୍ସଲ ସହ ଗୁଳିବିନିମୟ : ସିଆରପିଏଫ୍‌ର ୩ ଯବାନ ସହିଦ

ନୂଆପଡ଼ା: ନୂଆପଡ଼ାରେ ନକ୍ସଲ ଆତଙ୍କ। ନକ୍ସଲମାନଙ୍କ ଗୁଳିରେ କେନ୍ଦ୍ରୀୟ ସଂରକ୍ଷଣ ପୁଲିସ ବଳ (ସିଆରପିଏଫ୍‌)ର ୩ ଜଣ ଯବାନ ସହିଦ ହୋଇଛନ୍ତି। ଜିଲ୍ଲାର ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଆଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହି ଗୁଳିବିନିମୟରେ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂହ। ନୂଆପଡ଼ାର … Continue reading ନକ୍ସଲ ସହ ଗୁଳିବିନିମୟ : ସିଆରପିଏଫ୍‌ର ୩ ଯବାନ ସହିଦ